ଆଶା
ଆଶା

1 min

382
ଜୀବନରେ କେତେ ଅଛି ଆଶା
ଆଶା ଜୀବନର ଏକ ପରିଭାଷା
ଆଶା ଜୀବନର ଏକମାତ୍ର ଭରସା
ଏହା ହିଁ ଦୁଃଖ ପରେ ସୁଖର ନୂଆ ଉଷା |
ଅଶା ହିଁ ଜୀବନରେ ପ୍ରଥମ ଅଂଶ
ଆଶା ହିଁ ଜୀବନରେ ସବିଶେଷ ଅଂଶ
ମଣିଷ ଜୀବନର ଅଛି ବିନାଶ
ଆଶା କେବେ ହବନି ଶେଷ |
ଦୁଃଖ ହୋଇଛି ମିଶା
ମଣିଷ ଜୀବନରେ ଅଛି ଯେ ଆଶା
ସୁଖ ସହି ପରମାତ୍ମା ହିଁ ଆତ୍ମା ଏକ ଆଶା
ଆତ୍ମାକୁ ଭଲ ପାଅ ସିନା କରନି ହିଂସା |
ଜୀବନରେ ଆଶା ଏକ ବସା
ଆଶା ନପାଇ ହେବନି ନିରାଶା
କର୍ମ କରିବ ଯଦି ଅଛି ଭରସା
ଛାତ୍ର ଜୀବନରେ ଆଶl ହେଉଛି ଜିଜ୍ଞାସା
ଆଶା ଉପରେ ଏହା ହିଁ ପରିଭାଷା |