ଅଚିହ୍ନା ରାଇଜ
ଅଚିହ୍ନା ରାଇଜ
1 min
178
ଦିନେ ଯାଇଥିଲି ସରଗ ରାଇଜ
ପଡ଼ିଲି ପୃଥିବୀ ତଳେ
ଦେଖିବାକୁ ତାରା ଭିନ୍ନ ଭାବୁଥିଲି
ତହି ମିଳିବ ଯେଉଁଠି
ଇଶ୍ବରଙ୍କ ଥିଲେ ଚିହ୍ନ ।
ବିଶ୍ବ ମଣ୍ଡଳକୁ ପ୍ରେକ୍ଷଣ କରିଲି
ଦେଖିଲି ଅନେକ ଗ୍ରହ
ତାରକାର ପୁଞ୍ଜ ନକ୍ଷତ୍ର ସୁରୁଜ
ଦେଖି ବଢ଼ିଲା ଆଗ୍ରହ ।
ଆଗେ ଯାଉ ଯାଉ ନିଦ ଭାଙ୍ଗିଗଲା
ତାରା ଚାନ୍ଦ ସର୍ବ ଲୁପ୍ତ ହୋଇଗଲା
ଉଠିଗଲି ସେହି କାଳେ ।