STORYMIRROR

smrutirekha das

Fantasy

3  

smrutirekha das

Fantasy

କୁଆଁର ପୁନେଇଁ

କୁଆଁର ପୁନେଇଁ

1 min
384

କୁଆଁରୀ ମାନେ ଯେ ପୁଚି ଖେଳୁଛନ୍ତି ଝୁଣ୍ଟିଆ ଶବଦ ଶୁଣ ଗୋ ଫୁଲ ବଉଳବେଣୀ ।


କଇଁଆ ଗଛର ଛାଇ ଗୋ ଫୁଲ ବଉଳବେଣୀ କୃଷ୍ଣ ଯେତେବେଳେ ଜନମ ହୋଇଲେ ଜୁଆଁ କୁଆଁ ରାବ ଦେଇ ଗୋ ଫୁଲ ବଉଳବେଣୀ । ।୧


ଯଶୋଦା ଦୁଃଖ ଶଙ୍ଖାଳି ଗୋ ଫୁଲ ବଉଳବେଣୀ କେତେ କଉତୁକ ଗୋପ କଟକରେ କରୁଛନ୍ତି ବନମାଳୀ ଗୋ ଫୁଲ ବଉଳବେଣୀ  ।୨


ସପତ ବରଷେ ଗିରି ଗୋ ଫୁଲ ବଉଳବେଣୀ ଟେକି ନିଜ କରେ ଧରିବାରୁ ଗୋପେ ନାମ ହେଲା ଗିରିଧାରୀ ଗୋ ଫୁଲ ବଉଳବେଣୀ ।୩


ଦିବସେ ସୁନ୍ଦର ଖରା ଗୋ ଫୁଲ ବଉଳବେଣୀ ନୀଳ ନଈ ଶୋଭା ରାତି ଅଧ ବେଳେ ମୁକୁତା ବିଛାଡେ ତାରା ଗୋ ଫୁଲ ବଉଳବେଣୀ ।୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy