Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Sahoo

Abstract Fantasy

3  

Sunita Sahoo

Abstract Fantasy

ଭିଜାମାଟି

ଭିଜାମାଟି

1 min
388


        

ଆଷାଢ଼ ଦି ଟୋପା ଲୁହ ଢାଳିଦେଲା ବୋଲି

ତୋ ପଣତ ଓଦା ହେଲା ସିନା

ଦେଖ୍ ତୋ ଭିଜା ପଣତରେ ଧରଣୀ ରାଣୀ

ମୁହଁ ପୋଛିଲାଣି ,

ଶ୍ରାବଣର ଟୁପୁରୁ ଟାପୁରୁରେ

ତୁ ଗୋଟାପଣେ ଭିଜିଗଲୁ ସିନା

ଦେଖ୍ ତୋ ଭିଜା ବାସ୍ନାରେ ଆକାଶଟା

ବିମୋହିତ ହେଲାଣି ,

ବର୍ଷାର ମଧୁର ଛନ୍ଦମୟ ଗୀତିରେ

ତୁ ଏକାକାର ହେଲୁ ସିନା

ଦେଖ୍ କବିମାନେ ନିଜ ନିଜ କଲମରେ

ମସଗୁଲ ହେଲେଣି ,

ତୋ ଓଦା ଦେହ ଲୁଚାଇବାକୁ

ତୁ ଏତେ ବ୍ୟଗ୍ର ହେଉଛୁ ସିନା

ଦେଖ୍ ଚଷାଭାଇ ଭିଜାମାଟି ଦେଖି

ଉଛୁଳି ଉଠିଲାଣି ।।


Rate this content
Log in

Similar oriya poem from Abstract