smrutirekha das
Children Stories Classics Fantasy
ମା ହାତ ରନ୍ଧା ସୁଆଦ ଭାରି,
ତା କଥାବାର୍ତ୍ତା ଅମୃତ ପରି |
ମୋ ଓଦା ହାତ ଶିଂଘାଣି ଝାଳ,
ମା ପୋଛି ଦିଏ ପଣତେ ତାର |
ଆ ଧନମଣି ଡାକିଲେ ସିଏ,
ମୁଁ ଧାଇଁଗଲେ କୋଳକୁ ନିଏ |
ସେ କାଖେ ଧରି ଦେଖାଏ ଶଶୀ,
ମୋ ଗାଲ ଚୁମି ଦିଅଇ ହସି |
ଧୋ ନାନାବାୟା ଗୀତଟି ଗାଏ,
ତା କାନି ଢାଙ୍କି ଶୁଆଇ ଦିଏ |
ଆଶା
ଅଚିହ୍ନା ରାଇଜ
ବରଷା ସହ ମୁଁ
ଜୀବନର ରାସ୍ତା
ସମୟ
କୁଆଁର ପୁନେଇଁ
ପଖାଳ
ମୋ...ଓଡିଶା...
ବର୍ଷା
ମୋ ବିଦ୍ୟାଳୟ