କରୋନା
କରୋନା
1 min
379
ବିଶ୍ୱରେ ଏମିତି ରୋଗ କେଉଁଠି ଯେ ଥିଲା,
ସବୁ ଦେଶକୁ ସେ ହରାଇଦେଲା |
ପ୍ରଥମେ ଜାଣିବା କେଉଁଠୁ ଆସିଲା,
କେମିତି କରିଲା ସେ ସବୁ ଦେଶ ହାଲା |
ଉହାନ ସହରରୁ ହେଲା ସେ ଜାତ,
ଚାଇନା କୁ ସେ କରିଦେଲା ନଷ୍ଟ |
ପ୍ରଧାନମନ୍ତ୍ରୀ ଯେ କଲେ ଯୋଜନା,
ସଙ୍ଗରୋଧ ଆଦି କଲେ ଘୋଷଣା |
ଜାଣିଥାଅ ଭାଇ ଆମେ ସଚେତନ ହେବା,
ବିଶ୍ୱରୁ କରୋନା ଦୁରେଇ ଦେବା |
ସତ୍ୟ କହି ଭାଇ ଶପଥ କର,
ଭାଇରସ ବିଶ୍ୱରୁ କରିବା ଦୂର |