Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

4  

Sanjya Tripathy

Classics

କବିତା- 2021

କବିତା- 2021

1 min
159



କିଛିଟା ଦୂରତ୍ବ- ଯାହା ନିର୍ଦ୍ଦିଷ୍ଟ

ସମୀଷ୍ୟ- ଯାହା ଅର୍ଜିତ

ସଂପର୍କ- ଯାହା ସୁରମ୍ୟ

ଚେତନା- ଯାହା ସୃଜନଶୀଳ

ଉପଲବ୍ଧ- ଯାହା ମହାଜାଗତିକ

ସ- ଯାହା ଅନ୍ୟତ

ଭାବ- ଯାହା ଅଂତରଂଗ ଅସହାୟତାରେ ବ୍ୟଥିତ

ଷୋଭ- ଯାହା ଫୁଜିଭୂତ ଅସଂତୋଷାର ଉଦଗାରିତ

ଶୋକ- ଯାହା ପଥକ୍ୟୁତ ଶ୍ରମିକର ବେଦନାଭରା ଆଲେଖ୍ୟ

ପ୍ରାରବ୍ଧ- ଯାହା ସତ୍ୟ, ଶିବ, ହୃଦରରେ ସମାପିତ

ଯକ୍ଷ ପ୍ରଶ୍ନ- ଯାହା ଅବୋଲକରା କାହାଣୀରେ ପେଡ଼ି

ଦୁର୍ନୀତିର ପ୍ରାବଲ୍ୟ- ଯାହା ଫଗୁ ପ୍ରଶଂସନର ବିର୍ଷବଳୟରେ କର୍ଜରିତ

ଦାରିଦ୍ର- ଯାହା ଅବହେଳା ଓ ଅଦୂରଦର୍ଶିତାରେ

ପର୍ଯ୍ୟବେସିତ

ଦାଦନ- ଯାହା ଦୁର୍ଭ ନର ଶୋକଗୀତିରେ ସଂତ୍ରସ୍ତ ଓ ସଂତାପିତ

ଦାନମାଝ1 - ଯେଉମାନେ ସରକାରୀ ବିଫଳତା

ନିର୍ଭୟ- ଅସିଫା- ଯେଉଁମାନେ ନା ଅସମିତାର ଅସ୍କୃମିତ ସୂର୍ଯ୍ୟ

କିଛିଟା ବ୍ୟତିକ୍ରମ ଭରା ବ୍ୟବସ୍ଥା- ଯାହା ସୃଜନଶୀଳତାର


ନୂତନ ନିଗନ୍ତରେ ପରିପୃଷ୍ଟ ଏକ ନବ ଅରୁଣିମାରେ ଭାସି

ଆସୁଥିବା ଆବହି ସଂଗୀତ

କିଛିଟା ବ୍ୟବଧାନ-ଯେଉଁଥିରେ ଶ୍ରେଣୀ ସଂଘର୍ଷ ଆମଂତ୍ରିତ

ଅସମାନତା- ଯେଉଁଥିରେ ସାଂପ୍ରତିକ ଅର୍ଥନୀତିର ଚିତ୍ର

ପ୍ରତିଫଳିତ

ନୀତିହୀନତା- ଯେଉଁଥ୍ୟପାଇଁ କ୍ରମବର୍ଦ୍ଧିଷ୍ଣୁ ଗଣଦୁଷ୍କର୍ମ ଓ ହତ୍ୟା

ଭୁକ୍ତଭୋଗୀ ଦଳିତ

ସେକ୍ସ ଭିଡିଓ ଭାଇରାଲ

ପାଶ୍ଚାତ୍ୟ ସଂସ୍କୃତିର ହନୁକରଣ

ଅବାଧ ସେକ୍ସ ନାରେ ପରକୀୟା ପ୍ରୀତି

ଯାହାର ପରିଣାମ ଭୟଂକର ଏପରିକି ମୃତ୍ୟୁ

ଏପରି ଏକ ଛାୟା ଛାୟା ମୃତ୍ୟୁର ଇଲାକାରେ

ସାୟାହ୍ନରେ, ବିଷର୍ଷ ମନରେ ବୁଲୁବୁଲୁ

ଭାବନା ସବୁ ରୂପାନ୍ତରିତ ହେଲେ ଏକୁ ନୀଳସ୍ବପ୍ନରେ

ଯାହାକୁ ପାଥେୟ କରି ମୁଁ ଆଗେଇ ଚାଲିଛି

ନିଆଁର ଦର୍ପଣରେ ଦେଖିବାକୁ ଏକ ମୃତ ସୂର୍ଯ୍ୟର ପ୍ରତିର୍ବିବ

କାରଣ ବୁଢ଼ାରଜା ଓ ବାରପାହାଡର ଗର୍ଭ ଗଙ୍ଗରରେ

ଆତ୍ମଗୋପନ କରିଥିବା ସଂଗାଧରଓ ସୁଦ୍ରକୁ

ସ୍ଵପ୍ନର ଇଲାକାରେ ଭେଟି ଦେବି

ସେହି ନୀଳସ୍ଵପ୍ନର ନୀଳକଇଁ

ସୃତିର ସରହଦ ତଳୁ ଗୋଟାଇ ଆଣି

ଏଇ ନୂତନ ଭାବନାର ସ୍ଵାମକ ମଣି

ଉପହାରଦେବି ସ୍ଵପୂରଇଲାକାରେ

ରାମନଂଦ୍ର ଓ ସ୍ୱାଧୀଙ୍କୁ ସାକାର କରିବାକୁ

ତାଙ୍କ ରାମ ରାଜ୍ୟର ସ୍ଵପ୍ନକୁ

ଶ୍ରେଣୀହୀନ ସମାଜର ଗଠନର ପରିକଳ୍ପନା

ଭୟରହିତ ପ୍ରଦୂଷଣହୀନ ପରିବେଶର ପ୍ରଚେଷ୍ଟା

କିଛିଟା ପ୍ରାଣପ୍ରାଚୁର୍ଯ୍ୟରେ ଭରପୁର ଅଭିଯାତ୍ରୀ ଅଭିମନ୍ୟୁଙ୍କ

ପାଇଁ ନିରଂତର ପ୍ରୟାସ

ଆହ୍ବାନ କରିବାକୁ ମାଟିରଙ୍ଗଧରେ- ମାଂସର ଆସଂତ୍ରଣରେ

ଏଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ

ସମଗ୍ର ଯୁବ ସମାଜ ହେବେ

ଅଭିମନ୍ୟୁଙ୍କ ଆଦର୍ଶରେ ଉଦବୁଦ୍ଧ

ହରିଯିବ ସକଳ ପ୍ରପତାପ ଅବ୍ୟବସ୍ନା

ସାର୍ଥକ ହେବ ଶ୍ରବଣୀ କବିତାର ପୃଥକୁ ଏକ ପରିଭାଷା ।


Rate this content
Log in

Similar oriya poem from Classics