Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Classics

4  

Debabrata Mishra

Abstract Classics

କାଠର ଦେବତା

କାଠର ଦେବତା

1 min
397



କେମିତି ଶୁଣିବୁ ମନକଥା ମୋର

            ତୁହିପରା ଜଗା ଠାକୁର କାଠର l

ତୋ' ବଡ଼ ନୟନ ନୀରବ ନିଶ୍ଚଳ

            ଦିଶୁନାହିଁ ତୋତେ ଅନ୍ଧାର ସକାଳ l

ନାଲି ଅଧରରେ ତୁ ହସୁଥାଉ ସଦା

            ମୋ' ଜୀବନେ କେତେ ବିଘ୍ନବାଧା l

ପାପୀତପୀ ପରା ତୋ' ପାଇଁ ସମ

            ଏ ଜୀବନଟା କାହିଁ ଲାଗଇ ବିଷମ l

ତୁ' ବୋଧେ ଅଟୁ ଲାଞ୍ଚୁଆ ଠାକୁର

            ଦେଉନି ତୋତେ ମୁଁ ସେଥିପାଇଁ ପର l

ଏମିତି କି ପାପ କରିଅଛି ପ୍ରଭୁ

             ଯାହା ଅଛି ମୋତେ ଜଣାଇଦେ ସବୁ l

ମୁରୁଖକୁ ଟିକେ ଜ୍ଞାନ ଦିଅ ନାଥ

             ତୁମରି ବିନା ସାରା ସଂସାର ଅନାଥ l

କ୍ଷମା ଦେବ ପ୍ରଭୁ ଅଭିମାନ ମୋର

             ନିନ୍ଦିବା ତୁମକୁ ନାହିଁ କା'ର ଅଧିକାର ll


Rate this content
Log in