STORYMIRROR

Nibedita Mahanta

Abstract Inspirational Children

3  

Nibedita Mahanta

Abstract Inspirational Children

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
205

ନଈ ପୋଖରୀରେ

ଭିଡ଼ ଲାଗେ ଆଜିି

ରାତି ଅଧରୁ ଯେ ଭାଇ ।

ଚତୁର୍ଦ୍ଦିଗେ ଖାଲି

ଗୁଞ୍ଜରିିିତ ହୁଏ

ଆ-କା-ମା-ବୈ ।

କଦଳୀ ପଟୁଆ

ଡ଼ଙ୍ଗାରେ ସଭିଏଁ

ପାନ ,ଗୁଆକୁ ଯେ ଥୋଇ ।

ହାଡ଼ଭଙ୍ଗା ଶୀତେ

ଖାତିିିର ନ କରିି

ବୋଇତ ବନ୍ଦାଣେ ବାଇ ।

ଲେଉଟିଣ ପୁଣି

ଈଶ୍ବରଙ୍କ ଆଗେ

କରନ୍ତି କେତେ ଗୁହାରୀ ।

ମାସକ ଭକ୍ତିର

ଫଳ ରୂପେ ତାଙ୍କ

ସବୁ ପାପ ହେଉ ଧୋଇ ।

ସଭିଙ୍କର ମନେ

ସତେକିରେ ଆଜି

ଖୁସିର ଲହରୀ ଉଠୁଛି ।

ଏ ପୂୂୂଣ୍ଯ ମାସର

ଶ୍ରେଷ୍ଠ ରୂୂପେ ଯେଣୁ

କାର୍ତ୍ତିକ ପୂର୍ଣ୍ଣିମା ଆସିିିଛି ।


  


Rate this content
Log in

Similar oriya poem from Abstract