Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Nibedita Mahanta

Abstract Inspirational Children


4.3  

Nibedita Mahanta

Abstract Inspirational Children


କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min 189 1 min 189

ନଈ ପୋଖରୀରେ

ଭିଡ଼ ଲାଗେ ଆଜିି

ରାତି ଅଧରୁ ଯେ ଭାଇ ।

ଚତୁର୍ଦ୍ଦିଗେ ଖାଲି

ଗୁଞ୍ଜରିିିତ ହୁଏ

ଆ-କା-ମା-ବୈ ।

କଦଳୀ ପଟୁଆ

ଡ଼ଙ୍ଗାରେ ସଭିଏଁ

ପାନ ,ଗୁଆକୁ ଯେ ଥୋଇ ।

ହାଡ଼ଭଙ୍ଗା ଶୀତେ

ଖାତିିିର ନ କରିି

ବୋଇତ ବନ୍ଦାଣେ ବାଇ ।

ଲେଉଟିଣ ପୁଣି

ଈଶ୍ବରଙ୍କ ଆଗେ

କରନ୍ତି କେତେ ଗୁହାରୀ ।

ମାସକ ଭକ୍ତିର

ଫଳ ରୂପେ ତାଙ୍କ

ସବୁ ପାପ ହେଉ ଧୋଇ ।

ସଭିଙ୍କର ମନେ

ସତେକିରେ ଆଜି

ଖୁସିର ଲହରୀ ଉଠୁଛି ।

ଏ ପୂୂୂଣ୍ଯ ମାସର

ଶ୍ରେଷ୍ଠ ରୂୂପେ ଯେଣୁ

କାର୍ତ୍ତିକ ପୂର୍ଣ୍ଣିମା ଆସିିିଛି ।


  


Rate this content
Log in

More oriya poem from Nibedita Mahanta

Similar oriya poem from Abstract