STORYMIRROR

BULU BEHERA

Abstract Others

3  

BULU BEHERA

Abstract Others

କାର୍ତ୍ତିକ ମାସ ସୋମବାର

କାର୍ତ୍ତିକ ମାସ ସୋମବାର

1 min
446


ଭାଦ୍ରବ  ମାସର  ପ୍ରତି ରବିବାର


ଖୁଦୁରୁକୁଣୀ ପାଇଁ ତ,


ଚୈତ୍ର  ମାସର  ପ୍ରତି ମଙ୍ଗଳବାର


ମାଆ ତାରାତାରିଣୀଙ୍କ ଯାତ୍ରା ପାଇଁ,


ମାର୍ଗଶିର ମାସର  ପ୍ରତି  ଗୁରୁବାର


ମାତା ଶ୍ରୀଲଷ୍ମୀଙ୍କ ପାଇଁ  


ସେପରି  କାର୍ତ୍ତିକ ମାସର  


ପ୍ରତି ସୋମବାର  ପ୍ରଭୁ


ଶିବଙ୍କ  ପୂଜା ପାଇଁ ।


ଯେଉଁଆଡେ  ଚାହିଁବ 


ମନ୍ଦିରଗୁଡିକ  ଖାଲି

 

 ଜନ  ସମୁଦ୍ର ଠାରୁ  ବଳି


ରାସ୍ତାଘାଟ, ପରିଷ୍କାର ପାରିଛନ୍ନ 


ସାଙ୍ଗକୁ  ପ୍ରତି  ଗ୍ରାମେ ଗ୍ରାମେ


ନାମ, ସଂକୀର୍ତନ ଭକ୍ତ ମାନସକୁ


ଭକ୍ତିମୟ  ପରିବେଶରେ ସବୁରି


ପ୍ରାଣକୁ  ଆନ୍ଦୋଳିତ  କରିଥାଏ ।


ପ୍ରଭୁ ଶିବଙ୍କ  ଦର୍ଶନ ଓ ଉପବାସ


ଦାନ, ଧର୍ମର ପୀଠସ୍ଥଳୀ  ହୁଏ


ପଞ୍ଚାକ୍ଷର ମନ୍ତ୍ରର ତାଳେ ତାଳେ 


ଘଣ୍ଟ, ଘଣ୍ଟି ଶବ୍ଦର  ନିନାଦରେ


ମନ୍ଦିରଗୁଡିକ  ପ୍ରକମ୍ପିତ ହୁଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract