STORYMIRROR

ସୁଭଦ୍ରା ସିଂହ

Fantasy

3  

ସୁଭଦ୍ରା ସିଂହ

Fantasy

କାନଭାସ

କାନଭାସ

1 min
160

ସଜ ସକାଳର ସୂର୍ଯ୍ୟ କିରଣ ପରି ,

ସବୁଜ ବନାନୀ ର ରଙ୍ଗ ବେରଙ୍ଗ ବେଶ ପରି,

ନିର୍ଝରିଣୀ ଝରର ନୀଳ ନୀଳ ତନୁ ପରି,

ଅନନ୍ତ ଆକାଶ ର ଅନିଳ ରୂପ ପରି,

ଆଗାମୀ ଆଷାଢ ର ନୂଆ ତାଳ ନୃତ୍ୟ ପରି,

କେକୀ କୋକିଳ ଙ୍କର ମଧୁଝରା ଧ୍ୱନି ପରି ,

ବୈଶାଖ ଦେହରୁ ସୃଷ୍ଟ ଅମାନିଆ ଜ୍ୱାଳା ପରି ,

ବସନ୍ତ ର ପଣତରେ ଆସୁଥିବା ଫଗୁ ପରି ,

କାକରେ ଗଗନେ ଯେହ୍ନେ ଅଂଶୁରାଜ ଦୃଷ୍ଟି ପରି ,

ଶୀତ ପାହାନ୍ତ ରେ ପୁଣି ବରକୋଳି ସ୍ୱାଦ ପରି ,

ସୁନାମି ର ସନ୍ଦେଶ ରେ କୋହର ତରଣୀ ପରି,

ସୁଖ ଜୁଆର ଆସେ ରଥଯାତ୍ରା ହେଲା ପରି ।


Rate this content
Log in

Similar oriya poem from Fantasy