Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

କାମନାର ନାହିଁ ଅନ୍ତ

କାମନାର ନାହିଁ ଅନ୍ତ

1 min
180



ସୁନ୍ଦରତା ଖୋଜୁ ଥାଏ ମଣିଷର ମନ,

ଇଛା କାଲି ଠାରୁ ଉତ୍ତମ ହେଉ ତା ଜୀବନ |୧|

ସେ କାମନା ପୂର୍ଣ୍ଣତା ଯେବେ ପାଇଥାଏ ସିଏ

ଅପେକ୍ଷାକୃତ ଆହୁରି ଉତ୍ତମ ସୁନ୍ଦର ଖୋଜି ଥାଏ |୨|

ତାକୁ ମନ ଭରି ଉପଭୋଗ ସେ ନକରି ପାଏ

ତା'ଠାରୁ ଆହୁରି ଭଲ ପିପାସା ତାହାରି ରହେ |୩|

ପାଇବା ପାଇଁ ଇଛା କାମନାର ଅନ୍ତ ନାହିଁ

ନିଚ୍ଛକ୍-ସ୍ୱାର୍ଥପରତାର ଜ୍ୱଳନ୍ତ-ନିଦର୍ଶନ ସେହି |୪|

ତେଣୁ ମହାଜନ ମନେ ସର୍ବଦା କହି ଯାଇଛନ୍ତି

କାମନାର ବିନାଶରେ ଦୁଃଖର ବିନାଶ, ପରିଣତି |୫|



Rate this content
Log in

Similar oriya poem from Abstract