STORYMIRROR

ଫକୀର ପରିଡ଼ା

Classics Fantasy Inspirational

3  

ଫକୀର ପରିଡ଼ା

Classics Fantasy Inspirational

କାହିଁକି ତୁ ଭଲ ପାଇଲୁ

କାହିଁକି ତୁ ଭଲ ପାଇଲୁ

1 min
114

ଶିଖାଇ ଦେଲୁ ତୁ ପ୍ରେମର ମାନେ

ଟିକେ ଖୁସି ବେଶୀ ଦୁଃଖ

ବୁଝାଇଦେଲୁ ତୁ ପ୍ରେମର ମନେ

ଜଳିବାର ଏକ ଅଭ୍ୟାସ।


ପ୍ରେମର ଏଇ ଜ୍ବଳନ୍ତା ଯୁଈରେ

ଅଧା ପୋଡି ଚାଲି ଗଲୁ

ପ୍ରେମର ଏଇ ନିର୍ଜନ ଭୁଇଁରେ

ଏକା କରି ଚାଲିଗଲୁ।


ଅନ୍ଧାକାର ତୋ ପ୍ରେମ ଥିଲା

ମୁଁ ଆଲୋକ ଚାହିଁଲି

ତୋ ନଦୀର ଗଭୀରତା ନଜାଣି

ପାଦ ଥୋଇ ଦେଲି ।



ଭାବୁଛି ମୁଁ ଏକାଲୋ ବସି

କେମିତୁ ତୁ ଅଛୁଲୋ ଖୁସି

ଛାଡିବାର ଥିଲା ଯଦି

କାହିଁ ଭଲ ପାଇଲୁ

ମାରିବାର ଥିଲା ଯଦି

କାହିଁ ବିଷ ନଦେଲୁ।।


Rate this content
Log in

Similar oriya poem from Classics