କାଗଜ ଡ଼ଙ୍ଗା
କାଗଜ ଡ଼ଙ୍ଗା
କାଗଜ ଡ଼ଙ୍ଗା ପରି ମୋ ଜୀବନ ଡ଼ଙ୍ଗା ଭାସି ଭାସି ଯାଏ
କେତେ ଝଡ଼ ବତାସ ଆସି ଜୀବନ କୁ ଦୋହଲାଇ ଦିଏ ।
କାଗଜ ଡ଼ଙ୍ଗା ର ମୂଲ୍ୟ କେହି ବୁଝେ ନାହିଁ
ନିରବ ହୋଇ ବଞ୍ଚିଛି ମୁ ନିସଙ୍ଗ ହୋଇ ।
କାଗଜ ଡ଼ଙ୍ଗା ଟଳ ମଳ ହୋଇ ଯାଉଥାଏ
ଦୁଇ ଦିନ ଜୀବନେ କେତେ ବିପତ୍ତି ମୁ ସମୁଖୀନ କରୁଥାଏ ।
କାଗଜ ଡ଼ଙ୍ଗାକୁ ପାଣି ବୁଡ଼ାଇ ଦିଏ ପବନ ଓଲଟାଇ ଦିଏ
ରୋଗ ଚିନ୍ତା ମୋ ଜୀବନକୁ ଅସହାୟ କରି ଦିଏ ।
