STORYMIRROR

Brundabana Pradhan

Tragedy

2  

Brundabana Pradhan

Tragedy

ଜରିଗୋଟାଳିର ହସ

ଜରିଗୋଟାଳିର ହସ

1 min
122

ତାର ବି ଗୋଟିଏ 

ସଂସାର ଅଛି 

ବେସାହାରା ହୋଇ ପଡିଛି ।

ତାର ରୋଗୀଣା ମାଆର

ସେବା ପାଇଁ 

ନିଜେ ନ ଖାଇ 

ଜରି ଗୋଟାଇ ଗୋଟାଇ 

ତା ମାଆର ସେବା 

କରୁଛି ।

ଅନ୍ୟ ଏକ ମାଆ 

ତା ସେବାରେ 

ତୃପ୍ତି ଲାଭ କରି

ଖୁବ୍ ସୁନ୍ଦର ଦିଶୁଛି ।

ଉଭୟ ମାଆକୁ ସେବା 

ପରଶି ଜରିଗୋଟାଳି

ଆଜି ଖୁବ୍ ହସୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy