STORYMIRROR

Amita Dash

Abstract Inspirational Children

3  

Amita Dash

Abstract Inspirational Children

ଜନ୍ମଦିନ

ଜନ୍ମଦିନ

1 min
219


କୁନା,ସୁନା,ଟିନା ସଭିଏଁ ଆସ।

ପାଳିବା 'ପୁପୁ'ର ଜନ୍ମ ଦିବସ।

ବେଶୀ କରିବାନି ଜାକ ଜମକ।

କରିବାନି ଭୋଜିଭାତର ଆସର।

ମୋର ଗୋଟିଏ କଥା ରଖିବ।

ତମର ସେ କେକ୍ କଟାକୁ ମନା ନାହିଁ ମୋର।

ମହମବତୀ ଲଗେଇ ଲିଭେଇ ବନି ତା ଉପର।

ମହମବତୀ ଜଳେଇ ରଖ ନ ହେଲେ ଜାଳି ଦେଇ କାଢିଆଣ।

ଦୀପର ଆଲୋକରେ ଉଦଭାସିତ ହେଉ ଘର ,ଦୁଆର।

ମନେ ପକେଇ ଦେଉ ଆଜିର ଦିନରେ ମୋ ଘରକୁ ଆସିଥିଲା

ମୋ କୁଳ ପ୍ରଦୀପ।

ଚଉଦ ପୁରୁଷ ସେ କରିବ ଉଦ୍ଧାର।

ଏ ଘରୁ ଦୂର କରିବ ଘୃଣା, ଈର୍ଷା, ଅହଂକାରର ଅନ୍ଧକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract