STORYMIRROR

Archana Sahoo

Tragedy

3  

Archana Sahoo

Tragedy

ଜୀବନରେ ଗ୍ରୀଷ୍ମ ପ୍ରବାହ

ଜୀବନରେ ଗ୍ରୀଷ୍ମ ପ୍ରବାହ

1 min
270

ଋତୁଚକ୍ରରେ ଯେବେ

ଗ୍ରୀଷ୍ମ ପ୍ରବାହ ହୁଏ......

ସେବେ ଲାଗେ ବଡ଼ 

ଅସ୍ତ ବ୍ୟସ୍ତ କରୁଛି 

ଏ ଜୀବନକୁ .......


ଯେବେ ଜୀବନରେ ଦୁଃଖର

ଗ୍ରୀଷ୍ମପ୍ରବାହ ହୁଏ .....

ସେବେ କହିବାକୁ 

ବି କଷ୍ଟ ଲାଗେ ଯେ

ମତେ ଭାରି କଷ୍ଟ ହେଉଛିରେ ......


ଖରାରେ ଝାଳ ବୋହିଲେ

ଭଲ ଥଣ୍ଡା ଲାଗେ .....

କିନ୍ତୁ ଦୁଃଖରେ ଝାଳ ବୋହିଲେ

ଗରମ ଠାରୁ ବି ଅଧିକ 

ଗରମ ଲାଗେରେ ..........


ଜୀବନକୁ ଶୀତଳର ମଜା 

ଚଖେଇବା ଆଶାରେ ସିନା

ଗ୍ରୀଷ୍ମ ପ୍ରବାହ ହୁଏ.......


କିନ୍ତୁ ମନ ଅସଲି ଗ୍ରୀଷ୍ମର

ଝାଞ୍ଜ ପିଟା ପବନରେ

ଝାଉଁଳି ପଡିଥାଏ 

ଠିକ୍ ମଲା ପତ୍ରଟେ ପରି .....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy