ଜୀବନର୍ ସତ୍ କଥା
ଜୀବନର୍ ସତ୍ କଥା
ଆଜିର୍ ଜୀବନ୍ କାଲ୍ କେ ନାଇଁ
ମିଳିମିଶି କରି ଥିମା
ଯମ୍ ପୁରୁ ଆସ୍ ଲେ ଖବର୍
ସାଙ୍ଗେ ସାଙ୍ଗେ ଜିମା ।
ଗାଁର୍ ମାଁ କେ ଦେବା ସନ୍ ମାନ୍
ଜୀବନ୍ ଥିବାର ଯାଏଁ
ସତ୍ କରମ୍ କରି ଚାଲିଥା
ଫଳ ପାଏବୁ ଘାଏ ।
ମୁନୁସ୍ ଜୀବନ୍ ପାଏନ୍ ଫୁଟ୍ କା
କେତେବେଳେ ଯିବା ଚାଲି
ଭଲ୍ କରମ୍ କରି ଚାଲିଥା
କାଏଁ ହଉଛୁ ଭାଳି ।
ଜୀବନ୍ ଥିଲେ ଜୀବ୍ କା
ଭାଇ ଥିଲେ ଯେ ଭଗାରୀ
ହସି ଖୁସି ନେ ଜୀବନ୍ ବିତାମା
କଉଡ଼ି ଯାଉଛେ ସରି ।
କାଳର୍ କବ୍ ଲେ ବନ୍ଧା ଯେ
ଏ ମୁନୁସ୍ ଜୀବନ୍
ରାଗରୁଷା କେ ଭୁଲିକରି
କରୁଥିମା ଯେ ଧରମ୍ ।