STORYMIRROR

Champabati Rana

Inspirational

4  

Champabati Rana

Inspirational

କବିତା

କବିତା

1 min
9

ଏହା ସତ ଜୀବନରେ କିଛି ଅକୁହା କଥା ତ ଥାଏ
ତାହା କଲମର ମୁନରେ ଆଙ୍କି ହୋଇଯାଏ 
ପୁଣି କାଗଜର ଦେହରେ ରହିଯାଏ........
ଆକାଶର ଜହ୍ନ ମଧ୍ୟ ହାତ ପାହାନ୍ତାରେ ଥାଏ 
ଅନେକ ସ୍ବପ୍ନ ମଧ୍ୟ ସତ ଲାଗୁଥାଏ 
କଳ୍ପନାରେ ମଣିଷକୁ ବାନ୍ଧିରଖେ  
ଦୁଃଖକୁ ଭୁଲିବାର ଗୋଟେ ଛୋଟ ମାଧ୍ୟମ ସାଜେ 
ହଁ ଜୀବନର କିଛି ଅକୁହା କଥା 
ଏମିତି ରହିଯାଏ ସ୍ମୃତିରେ କବିତା ରୂପରେ....... l 











ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational