ମନର କଥା.......
ମନର କଥା.......
ମୁଁ ଅନେକଥର ପ୍ରୟାସ କରିଛି
ସମ୍ପର୍କକୁ ବଞ୍ଚେଇବାକୁ ତଥାପି...
ସମ୍ପର୍କ ଭାଙ୍ଗିଛି
ମୁଁ ଅନେକଥର ଏ ମନକୁ ବୁଝେଇଛି
ତଥାପି ଏ ମନ ଅବୁଝା ଅଛି
ଅନେକଥର ଚେଷ୍ଟା କରିଛି
ସମସ୍ତଙ୍କ ଓଠରେ ହସ ଆଣିବାକୁ
ତଥାପି ଦୁଃଖ ଆସିଛି
ପୁଣି ଅନେକଥର ଚେଷ୍ଟା କରିଛି
ନିଃସ୍ୱାର୍ଥପରତାକୁ
ତଥାପି ସ୍ୱାର୍ଥପର ସାଜିଛି.... l
