STORYMIRROR

Champabati Rana

Others

3  

Champabati Rana

Others

କେନ୍ଦୁ ପତର୍ ତୁଲା

କେନ୍ଦୁ ପତର୍ ତୁଲା

1 min
10

ଯେନ୍ ଆଡ଼େ ଦେଖ୍ ଲେ ତ 
ସାଗୁଆ ସାଗୁଆ ଲେଖେନ୍ ଆଏଁଖ୍ ଦିସୁଛେ 
ସବୁ ପତର୍ ନୁ ତ 
କେନ୍ଦୁ ପତର୍ ଅଲ୍ ଗା ଦିସୁଛେ 
ଗଛ ଭିତରେ କେତେ ସୁନ୍ଦର୍
ଫଲ୍ ତାର କେତେ ମିଠା 
ସତେ ତୋ
ସବୁଆଡେ ସାଗୁଆ ଦିସୁଛେ 
ସରକାର୍ ପରେ କଲେ ନୂଆ ଯୋଜ୍ ନା
ଗଛ ପଇସା ଫଲ୍ ପଇସା ଜାନି ଥିଲ
ଏବେ ପତର୍ ବି ପଇସା ହଉଛେ 
ପଚିଶ୍ ଟା କେ ଗୁଟେ ବିଡ଼ା ପରେ
ଟଙ୍କା ଗୁଟେ ତାର ମୂଲ୍
ତାର୍ ସାଙ୍ଗେ ଫେର୍ ବନସ୍ ପରେ 
ଲୋକର୍ ଉସତ୍ କିଏ ଦେଖେ 
ଗାଁ ଗଣା ନେ କେତେ କଥା ପଡ଼ିଛେ 
କାମ ଛାଡି ପତର୍ ତୁଲ୍
ଫଲ୍ ସର୍ ଲା ଗୁଚ୍ଛା କୁଟା ବି ସର୍ ଲା
ଆରମ୍ ହେଲା ପରେ ପତର୍ ତୁଲା 
ଲୋକ୍ ଗଲେ ନ ପାସ୍ ରି ଖରାତରା
ପତର୍ ତୁଲା ନେ ସବ୍ କର୍ ମନ୍
ସର୍ କାର୍ କହିଛେ ପରେ 
ପାଠ ପଢଲେ ପଇସା
ଝି ବିହା କଲେ ପଇସା 
ଲୋକର ଉସତ୍ କିଏ ଦେଖେ ଭାଇ 
ତୁଳୁଛନ୍ ମନ୍ କରି ପର୍ ଛା   l   
















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍