STORYMIRROR

Beenapani Seth

Classics

3  

Beenapani Seth

Classics

ଜୀବନର ରୂପରେଖ......

ଜୀବନର ରୂପରେଖ......

1 min
223

ଜୀବନର ରୂପରେଖ

ଆଜି ବଦଳିଯାଇଛି

ପ୍ରତିମୁହୂର୍ତ୍ତରେ ପ୍ରତିକ୍ଷଣରେ

ନୂତନ ଭୟ ରେ ଛନ୍ଦି ହୋଇଯାଇଛି

କିଛି ପାଇବାର ପ୍ରଚେଷ୍ଟାରେ

ଜୀବନଟା ଦୂର୍ବୀସହ ହୋଇପଡୁଛି

ଆତ୍ମା ପରମାତ୍ମା ର ମିଳନରେ

ଶେଷ ମୁହୂର୍ତ୍ତର ଦୃଶ୍ୟ ରୋମାଂଚିତ ହୋଇ ପଡୁଛି

ସତସଙ୍ଗ, ସତକର୍ମ ର ଆବଶ୍ୟକତା

ମନୁଷ୍ୟ ଜୀବନକୁ ଆନ୍ଦୋଳିତ କରୁଛି

ଜୀବନଟା ଆଜି ତ୍ୱରାନ୍ୱିତ

ଧନ, ଲୋଭ, ମୋହମାୟାରେ ପଡି ମର୍ମାହତ

ଅସହିଷ୍ଣୁ ଜୀବନକୁ ନେଇ

ଧୀରେ ଧୀରେ ଶାନ୍ତ ସ୍ୱରୂପ ଯାଉଛି ଦୁରେଇ

ଜରାଗ୍ରସ୍ତ ଶରୀର ରେ

ଜୀବନ ବିଲୁପ୍ତ ପ୍ରହରୀ


Rate this content
Log in

Similar oriya poem from Classics