STORYMIRROR

Beenapani Seth

Abstract

3  

Beenapani Seth

Abstract

ପ୍ରତାରଣା କରି ଚାଲିଗଲ

ପ୍ରତାରଣା କରି ଚାଲିଗଲ

1 min
390

ନିଷ୍ଠୁର ହୃଦୟେ

ପ୍ରତାରଣା କଲ

ପ୍ରେମର ଭାବନା

ଦୁରେଇ ଦେଇ ଗଲ

ସବୁ ସ୍ବପ୍ନ, ସବୁ ଆଶା

ପାଣି ଫୋଟକା ପରି ମିଳେଇ ଦେଲ

ଭଲ ପାଇବାର ପ୍ରତିଶୃତି ଦେଇ

ଏକା କରି ଚାଲିଗଲ

କି ଭୁଲ କଲି ତୁମ ପାଖେ

ନିମିଷକେ ହୃଦୟ ଭାଙ୍ଗିଦେଲ

ପ୍ରେମ ଶବଦ କୁ

ଅଭିଶପ୍ତ କରିଦେଲ

ପ୍ରତାରଣା କରି

ଜୀବନ ସଂଗ୍ରାମେ ତୁମେ ଜିତିଗଲ

କଳଙ୍କର ଚି଼ହ୍ନ ଦେଇ ତୁମେ

ଅବୁଝା ବାଟୋଇ ପରି ଫେରିଗଲ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract