STORYMIRROR

Sudhashree Bhattamisra

Tragedy

3  

Sudhashree Bhattamisra

Tragedy

ଜୀବନ

ଜୀବନ

1 min
215

କାହାଣୀ ଅଧା ହୁଏ

ଚିଠି ଅପଢା ରହେ

ଜୀବନ ଭଙ୍ଗା ଘର

କାଚ ଆଇନା ହୁଏ

ଭଙ୍ଗା ଆଇନା, ମୁହଁ

ଦେଖିବା ହିଁ ଠିକ ନୁହେଁ

ଆଙ୍କି ଦିଏ ଅଙ୍କନ

ଜ୍ୟାମିତି ପଢେ

ଜୀବନ ଇତିହାସ, ଭୂଗୋଳ

ଓ ପୋଥି ବନେ, ପୁରାଣ ବନେ

ଲେଖେ ଚିଠି

ହେଲେ ବି ତ, ବଂଶୀ ବାଜେ

ଅବଚେତନରେ

ଜୀବନ ଯମୁନା, କଦମ୍ବ

ବୃକ୍ଷ ମୂଳେ

ସୁରୁଜ ଉଇଁବ ହିଁ ଉଇଁବ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Tragedy