STORYMIRROR

Anirudha Kund

Abstract Classics

2  

Anirudha Kund

Abstract Classics

ଜୀବନ

ଜୀବନ

1 min
102


ଜନ୍ମ ରୁ ଯୁଇ ଯାଏ 

ଲମ୍ବିଥିବା ଅଙ୍କାବଙ୍କା 

ସର୍ପିଳ ରାସ୍ତାର ଘୋଷ ଯାତରେ 

କଳା ଘନ ବାଦଲର 

ଚାଦରକୁ ଚିରି 

ପହଣ୍ତି ବିଜେ କରୁଥିବା

ଖରା ଓ ଛାଇର 

ଲୁଚୁକାଳି ଖେଳ...


ନା କିଛି କଲ୍ପନାର

କଳ୍ପବୃକ୍ଷ ତଳେ 

କାକୁସ୍ଥ ହୋଇ

ମୁଣ୍ତ ବାଡେଇ ବାଡେଇ 

ଜୁଆର ଭାଙ୍ଗୁଥିବା ବିଶ୍ବାସର ଦୀର୍ଘଶ୍ବାସ ....


ନା ନାହିଁର ନୈରାଶ୍ଯ

ପଣରେ ଛଟପଟ

ହେଉଥିବା ପ୍ରାଣର

 ପାମ୍ପରା କଦଳୀ 

ପଟୁଆ ରସିରେ 

ଗୁନ୍ଥା ହସଖୁସିର  

ସଂପର୍କ ର ନୈବେଦ୍ଯ ହିଁ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract