STORYMIRROR

Gyanaranjan Sahoo

Inspirational

3  

Gyanaranjan Sahoo

Inspirational

ଜୀବନ ରାଗ ୨୬

ଜୀବନ ରାଗ ୨୬

1 min
25

ସମୃଦ୍ଧିର ସାତ ଖିଅ ତୋ ପାଇଁ ଥୁଆ

ହତାଶ ହୋଇ ତୁ ନ ପିନ୍ଧେ ଗେରୁଆ ।


ଆକାଶରେ ତାରାଗଣ କାହିଁ କେତେ ଦୂରେ

ଆଲୋକ ପ୍ରଦାନେ ଥାନ୍ତି ଅକୁଣ୍ଠ ଚିତ୍ତରେ ।


କାହିଁକିରେ ବାଇମନ କରୁ ମାନ ଅପମାନ

ପ୍ରତିଦିନ ଖୁସିରେ ନିଏ ଛାଡ଼ି କାଲିର ନିଦାନ ।


Rate this content
Log in

Similar oriya poem from Inspirational