STORYMIRROR

Gyanaranjan Sahoo

Tragedy

3  

Gyanaranjan Sahoo

Tragedy

ଜୀବନ ରାଗ ୨୧

ଜୀବନ ରାଗ ୨୧

1 min
14.1K


ରସ ସଂଗ୍ରହରେ ଅବିଚଳିତ ଯେ

ମୁଁ ସେଇ ମଧୁମକ୍ଷିକା

ସଂସାର ପ୍ରାଚୁର୍ଯ୍ୟ ଫରୁଆ ଭିତରୁ

ମାଧୁର୍ଯ୍ୟ ଚୋରି ମୋ ଠିକା ।


କାଳ କାଳ ଧରି ଦୁଃଖର ସାଗରେ

ଭାସୁଛି ଧରି ନଉକା

କାଳକୁ ମୋର କାଳ ହରୁଥାଇ

ନ ଥାଏ ମୋହର ଦକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy