STORYMIRROR

Gyanaranjan Sahoo

Tragedy

2  

Gyanaranjan Sahoo

Tragedy

ଜୀବନ ରାଗ ୨୦

ଜୀବନ ରାଗ ୨୦

1 min
13.8K


ଜୀବନ ଥାଉଁ ମରୁ ନିତି

ଭକ୍ତି ଜ୍ଞାନରେ ନାହିଁ ମତି

ସକାମ କର୍ମେ ତୋର ଗତି

କାହୁଁ ଲଭିବୁ ଆତ୍ମଜ୍ୟୋତି ।


ନ ବୁଝୁ କାଳ ଗତି ତ୍ରାସ

ସ୍ନେହ ପ୍ରେମରେ ହୋଇ ବଶ

ପ୍ରତି ମୁହୂର୍ତ୍ତେ ଆୟୁ ହ୍ରାସ

ଜାଣି ମଜ୍ଜୁ ତୁ ପାଇ କ୍ଳେଶ ।


Rate this content
Log in

Similar oriya poem from Tragedy