ଜୀବନ ରାଗ ୧୭
ଜୀବନ ରାଗ ୧୭
ପ୍ରେମେ ବାନ୍ଧିଛୁ ଯେତେ ସାଥି
ଶ୍ମଶାନେ ନିଆଁ ଦେବେ ଯୋଖି
ଅଶ୍ରୁଳ ଶୁଦ୍ଧିକ୍ରିୟା ସାକ୍ଷୀ
ପଞ୍ଚଭୂତରେ ଯିବୁ ଲାଖି ।
ଅଳପ ଦିନେ ମୋହ ଭାଙ୍ଗେ
ସର୍ବେ ଭୁଲିବେ କାଳ ସଙ୍ଗେ
ପୁଣି ମାତିବେ ଯେଝା ରଙ୍ଗେ
ଭବ ମାୟାର ଢଙ୍ଗ ଢାଙ୍ଗେ ।
