STORYMIRROR

Minati Rath

Abstract

4  

Minati Rath

Abstract

ଜୀବନ ପୁସ୍ତିକା

ଜୀବନ ପୁସ୍ତିକା

1 min
2

ସମୟର ବିଶାଳ ବକ୍ଷରେ

କିଛି କଥା ରହିଯାଏ ସ୍ମୃତି ହୋଇ

କିଛି କଥା ମିଳେ ଅନୁଭୂତି ହୋଇ

ସେସବୁ ସାଉଁଟି ନେଇ 

ମାଳଟିଏ ଗୁନ୍ଥିଦେଲେ 

ଛପିଯାଏ ଜୀବନ ପୁସ୍ତିକା ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract