Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Inspirational

3  

Pravatirani Mohanty

Inspirational

ଜୀବନ ପ୍ରଦୀପ

ଜୀବନ ପ୍ରଦୀପ

1 min
177



ଜୀବନ ପ୍ରଦୀପ ଲିଭିଲିଭି ଆସେ

ପ୍ରେମର ସଂଗୀତ ଗାଇ

ମଧୁର ସମ୍ପର୍କ ମହୁ ଠାରୁ ମିଠା  

ଯାଉଛି ହୃଦୟ ଛୁଇଁ

ଅଳପ ଦିନର ଗଳ୍ପ ଆମର

ଭାବ ବନ୍ଧନର କଥା

ଦିନ ସରିଯିବ କଥା ରହିଯିବ

ଦେବାନି କା ମନେ ବ୍ୟଥା

ସକାଳ ସୁରୁଜ ସଂଜରେ ନଥାଏ

ଆଲୋକ ପରେ ଅନ୍ଧାର

ଆଜିର ଜୀବନ କାଲିକି ନଥାଏ

ଜନମ ମରଣ ଖେଳ

ଦୁଇ ଦିନ ପାଇଁ ଏଇତ ଜୀବନ

କଣ୍ଟକିତ ଚଲା ପଥ 

କବିତା ବିଞ୍ଚିଛି ସେ ପଥରେ ଫୁଲ

ଟାଣୁଛି ଜୀବନ ରଥ ।



Rate this content
Log in

Similar oriya poem from Inspirational