STORYMIRROR

Amitav Sahu

Abstract

3  

Amitav Sahu

Abstract

ଜୀବନ ଓ ମୃତ୍ୟୁମାନେ

ଜୀବନ ଓ ମୃତ୍ୟୁମାନେ

1 min
464

ବୋଧେ ପରାସ୍ତ ସେଇମାନେ

ଯେଉଁମାନେ ଲିପ୍ତ ଥାଆନ୍ତି

ଅନ୍ୟକୁ ପରାସ୍ତ କରିବାରେ ।


ଜୀବନଟା ଗୋଟେ ଯୁଦ୍ଧ

ତାହା ବୋଲି

ଜିତିଯିବା ହିଁ ନୁହେଁ ଜୀବନ

ଯେଉଁଠି ହରିବାରେ

ନଥାଏ ସହନଶୀଳ ।


ତେଣୁ ସେଇମାନେ ଜୀବନ୍ତ

ଯେଉଁମାନେ

ଅନେକ ଜୀବନ ଭିତରୁ

ନିଜକୁ ଖୋଜିବାରେ ସକ୍ଷମ

ବାକି ସଭିଏଁ

ମୃତ୍ୟୁ ସହିତ ସମାନ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract