STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ଜୀବନ ଧାରା

ଜୀବନ ଧାରା

1 min
223


ଜୀବନ ଧାରା

ପ୍ରବାହ ମାନ

ସୃଷ୍ଟି ଆଧାର ସ୍ରଷ୍ଟା ଈଶ୍ୱର ।।

ଜୀବ ଜଗତ

ଏକ ଆନର 

ପରିପୂରକ ସ୍ନେହ ଆଦର ।।

ନିଜେ ବଞ୍ଚିବା

ଅନ୍ୟ ଜୀବନ

ସତେ ଅନନ୍ୟ ପ୍ରଯତ୍ନ କର ।।

ପ୍ରକୃତି ରକ୍ଷା

ଜୀବନ ଦୀକ୍ଷା

ନିଶ୍ଚେ ପାଳନ କରିବେ ଜନ ।।

ଜଳ ଜୀବନ

ବିଶୁଦ୍ଧ ବାୟୁ

ପ୍ରାପ୍ତ ହେଉ ପ୍ରତି ଜୀବନ ।।

ଶାନ୍ତି ମହକ

ବିତରି ଯାଉ

ସାରା ସଂସାର ହେଉହେ ଧନ୍ୟ ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract