STORYMIRROR

Sunanda B Mohapatra

Abstract

2  

Sunanda B Mohapatra

Abstract

ଜିଅନ୍ତା କବର

ଜିଅନ୍ତା କବର

1 min
13.7K


ପ୍ରତିଦିନ, ପ୍ରତିକ୍ଷଣ ମୁଁ ତତେ ଝୁରୁଥାଏ,

ଅଭିନବ ଢଙ୍ଗରେ,

ଝରୁଥାଏ ଅହରହ ନୂଆ ନୂଆ ରଂଗରେ,

ଭିଜୁଥାଏ ଆତ୍ମା ମୋର ଲୁହ ଲହୁ ସଂଗରେ....

ହେଲେ ଆଜି ଜାଣିଲି,

ତୁ ଯେ ମୋତେ କେଉଁ କାଳୁ ଜିଅନ୍ତା କବର

ଦେଇଛୁ, ତୋ' ବିସ୍ମୃତିର ଅତଳ ଗର୍ଭରେ...!  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract