STORYMIRROR

Sunanda Mohapatra

Others

3  

Sunanda Mohapatra

Others

ଦିଅନା ପୃଥିବୀଟେ ମୋତେ

ଦିଅନା ପୃଥିବୀଟେ ମୋତେ

1 min
280


ହେ ପୁରୁଷ,

ତୁମେ ମତେ ପ୍ରେମ ଦିଅ

ମୁଁ ତୁମର ପ୍ରେରଣା ହେବି,

ତୁମେ ମୋତେ ଶ୍ରଦ୍ଧା ଦିଅ

ମୁଁ ତୁମର ସାହାରା ହେବି,

ଦିଅ ଟିକେ ବିଶ୍ବାସ 

ମୁଁ ତୁମର ନିଶ୍ବାସ ହେବି ,

ଦିଅ କିଛି ଭାବ

ମୁଁ ଗଢ଼ିଦେବି ଶବ୍ଦର ସଂସାର,

ଦିଅନା ପୃଥିବୀଟେ ମୋ'ତେ....

ମୁଁ ତୁମକୁ ସ୍ବର୍ଗ ଦେବି !!


Sunanda B Mahapatra.

Bangalore.


Rate this content
Log in