STORYMIRROR

Liza Senapati

Abstract

3  

Liza Senapati

Abstract

ଜହର

ଜହର

1 min
19

ହାରିମୁଁ ଯାଇଚି,

ଜୀବନ ର ବାଜି

ପ୍ରତାରଣା ତୋର,

ଦଉଚି ମତେ ମାରି।

ପ୍ରେମ ଥିଲା ତୋର ଜହର,

ଅମୃତ ଭଳି କରିଲି ପାନ,

ଦେହ ମନ ଜଳୁଚି ମୋର,

ତୋ ପ୍ରେମ ଜହରେ।


Rate this content
Log in

Similar oriya poem from Abstract