STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

2  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ଜହ୍ନର ଠିକଣା

ଜହ୍ନର ଠିକଣା

1 min
127

ଏ ମନ..

 ମନରେ...

କାଇଁ ତୁ ଏଇ ଅବେଳ ଟାରେ

 ଜହ୍ନ ର ଠିକଣା କଥା ପଚାରୁ କହିଲୁ???

ତୋତେ ମିଛ କିନ୍ତୁ ମୋତେ ସତ ଥରୁ ଟିଏ ଶୁଣି ଦେଏନା

ସେଦିନ କଇଁ ଗାଡ଼ିଆରେ କୁଆଁରୀଙ୍କ ମେଳରେ

ହେଇଚି ସେ ଆନମନା

ଥରୁଟେ ପରତେ ଯାଆନା

ତାଙ୍କ ଆଖି କଷା,

ଆଲୁରା କେଶ,

ଦେହ କଳା କାଠ,

ପାଦ ଝିମି ଝିମି କରୁଛନ୍ତି ପାହାନ୍ତିଆ ବିରହ ବେଦନା

ଖାଲି ତୋ ଆଗେ କହିଦେଲି ଆପଣାର ବୋଲି ସିନା

ଆଉ ମୋତେ ପଚାର ନା ତାରି ଠିକଣା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy