STORYMIRROR

Devipriya Das

Romance

3  

Devipriya Das

Romance

ଜହ୍ନ ରାତି

ଜହ୍ନ ରାତି

1 min
251

ତମେ ଆସିବ ପ୍ରିୟା ବୋଲି

ଜହ୍ନ ରାତିର ଆକାଶ ତଳେ

ଅନେଇ ବସିଛି ମୁଁ ଆସିିବା

  ବାଟକୁ  ତମର ଚାତକ ପରି।


ଆଉ ମୋତେ ଅପେକ୍ଷାର 

ଯାତନା ଦିଅନି ଗୋ  ସାଥୀ।

ଅପେକ୍ଷାର  କର ତମେ ଅନ୍ତ

ଆଉ ଜହ୍ନ ରାତିର ଆଲୋକରେ

 କାଟିିବା  ଆସ କିିିଛି ଆନନ୍ଦମୟ ମୁହୂର୍ତ୍ତ।


ଜହ୍ନ ବି ତା ଆଲୋକରେ ଆମ

ପ୍ରେମର ସୁନ୍ଦର ରାତିକୁ

କରିଦେବ ଆହୁୁରି ଆଲୋକିତ।

ପ୍ରିୟା ମୋର  ଆଉ ଦିଅ

ନାହିଁ ଯାତନା ଅପେକ୍ଷାର

ଦେେଇ ତମେ ଦ୍ୱାହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance