STORYMIRROR

Krishna Mishra

Fantasy

3  

Krishna Mishra

Fantasy

ଜହ୍ନ ନା ରୁଟି

ଜହ୍ନ ନା ରୁଟି

1 min
183


ଜହ୍ନଟିଏ ତୁମ ଝରକା ସେପାଖ ଦୂର ଆକାଶରେ

ଦେଖି ତାକୁ , 

ତୁମକୁ ତୁମ ପ୍ରେୟସୀ ମନେ ପଡିଯାଏ!!


ଆଉ ଗୋଟିଏ ଜହ୍ନ,

ମୋ ଖୋଲା ଆକାଶରେ

ଦେଖି ତାକୁ, ଏଇ କ୍ଷୁଧାର୍ତ୍ତ ବେଳରେ,

ଅନ୍ତର ରୁ ଶବ୍ଦ ଟିଏ ଶୁଭେ 'ରୁଟି'!!

ମୋର ରୁଟି ମନେ ପଡିଯାଏ


ଜହ୍ନ କୁ ଜହ୍ନ କହିବାକୁ,

ପେଟକୁ ଯେ ଲୋଡ଼ା, ରୁଟି ଟିଏ!!

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy