Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradeep Kumar Panda

Abstract Fantasy Inspirational

3  

Pradeep Kumar Panda

Abstract Fantasy Inspirational

ବିଶ୍ୱ ହକି

ବିଶ୍ୱ ହକି

1 min
133


ଆସ ଦେଖିବା ହକି ଆସ ଦେଖିବା ହକି

ଓଡ଼ିଶାରେ ଦ୍ୱିତୀୟ ଥର ହେଉଛି ବିଶ୍ୱ ହକି 

ଆସ ଦେଖିବା ନାଚିବା ଗାଇବା ।


ବିଶ୍ୱ ସ୍ତରୀୟ ହକି ପଦର୍ଶନ କରୁଛନ୍ତି ନବୀନ

ସଭିଙ୍କ ମୁହଁରେ ଗୋଟିଏ ଆହ୍ୱାନ ସେ ନବୀନ 

ନୂତନ ଓଡ଼ିଶା ରେ ହକି କୁ ଦେଲେ ଧିସା 

ବିଶ୍ୱ ଆଜି କହେ ସାବାସ ଓଡ଼ିଆ ତୁମ ଓଡ଼ିଶା ।


ଭାରତ ବର୍ଷର ମୁଖ୍ୟମନ୍ତ୍ରୀ ଙ୍କୁ ଦେଲ ନିମନ୍ତ୍ରଣ

ବିର୍ଷା ମୁଣ୍ଡା ରେ ଗର୍ଜନ ସୁଭିବ ଜୟ ନବୀନ 

ଭୁବନେଶ୍ୱର ରାଜ୍ ନଗରୀ ସମସ୍ତ ମନରେ 

ଦେଇଛ ତୁମେ ନବୀନ ବିଶ୍ୱାସ ଭରି ।


ନାରୀ ଶକ୍ତି ହାତେ ସ୍ୱାଦ ଚାଖିବ ବିଶ୍ୱ 

ମିଲଟ ମିଶନ ମା ହାତ ସ୍ୱାଦ 

ପୁଣି ସୁଭିବ ସାବାସ ନବୀନ 

ଶ୍ରେଷ୍ଠ ତୁମ ନେତୃତ୍ୱ ଜୟ ଜଗନ୍ନାଥ ।



Rate this content
Log in

Similar oriya poem from Abstract