STORYMIRROR

Mayuree Pattanaik

Fantasy Inspirational

3  

Mayuree Pattanaik

Fantasy Inspirational

ଭଲ ପାଇବା

ଭଲ ପାଇବା

1 min
167

ମୋତେ ଭଲ ଲାଗ ତମେ।

ମୁଁ ସବୁବେଳେ ତମ କଥା ହିଁ ଭାବୁଛି

କିଛି କରିବା ପାଇଁ ଜମ୍ମା ଇଛା ହଉନି।

ଯଦି ତମେ ମୋ ସାଙ୍ଗରେ ମୋର

ହୋଇ ରହିବ ମୋତେ ଆଉ

କିଛି ଦରକାର ନାହିଁ। ମୋ ଜୀବନର

ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ତମ

ସାଙ୍ଗରେ ରହିବା ପାଇଁ ଚାହୁଁଛି।


ମୁଁ କହୁଛି ପ୍ରମିକ ପ୍ରମିକାଙ୍କ କଥା

ଯୋଉଠି ନ ଥାଏ ଅହଂକାର

କେବଳ ଥାଏ ଅଗାଢ ବିଶ୍ୱାସ 

ଆଜି ସମାଜରେ କିଏ କେତେଦିନ

ବଞ୍ଚିବ କହିପାରିବନି।


କିନ୍ତୁ ଯଦି ଆମର ପ୍ରତେକଟି ଦିନ

କେବଳ ଭଲ ପାଇବା ଆଉ

ସେହ୍ନ ଆଦର ରେ କାଟିବ ଆଉ

ଏଇ ଭଲ ପାଇବା, ସ୍ନହେ ଆଦର

ଆମେ କେବଳ ପ୍ରମିକା ପ୍ରମିକକୁ l


ନୁହଁ ଆମ ସହ ଜଡିତ ଥିବା

ପ୍ରତେକ ଟି ସଦସ୍ୟ କୁଁ ଦେବା

ତେବେ ଆମ ଜୀବନ ର ମହତ୍ୱ

କିଛି ଅଲଗା ରହିବ ଜୀବନ

ଜୀଇଁବା ର ମଜା କିଛି ନିଆରା ରହିବ।

ଆମେ ସମସ୍ତଙ୍କୁ ଭଲ ପାଇବା

କେବଳ ଭଲ ପାଇବା ହିଁ ଦେବା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy