ପରୀ <3
7
Posts
1
Followers
1
Following
କାହାଣୀ ଭିନ୍ନ ଟିକେ ଏହି ପରୀର❤️
ଭିନ୍ନ ସେହି ଦୁନିଆରେ ସହଯୋଗ ହିଁ ଲୋଡ଼ା ମାତ୍ର✨
ଅତୀତର ସୁଅରେ ଭାସି ଭାସି
ଭବିଷ୍ୟତର ଇତିହାସ ରଚିବାର ମଜା,
ନିଶା ଠାରୁ କିଛି କମ୍ ତ ନୁହେଁ.....🙃✨
ସେହି ନିଶାରେ ଝୁମି ଉଠି କଲମ ଧରିବାର ମଜା
ପାଗଳାମି ଠାରୁ କିଛି କମ୍ ତ ନୁହେଁ.....💝
ପାଗଳ ପରି ଶବ୍ଦ ସାଉଁଟିବା ଆଉ
ଶବ୍ଦ ସବୁ ନେଇ କବିତାର ମାଳା ଗୁନ୍ଥିବାର... Read more
କାହାଣୀ ଭିନ୍ନ ଟିକେ ଏହି ପରୀର❤️
ଭିନ୍ନ ସେହି ଦୁନିଆରେ ସହଯୋଗ ହିଁ ଲୋଡ଼ା ମାତ୍ର✨
ଅତୀତର ସୁଅରେ ଭାସି ଭାସି
ଭବିଷ୍ୟତର ଇତିହାସ ରଚିବାର ମଜା,
ନିଶା ଠାରୁ କିଛି କମ୍ ତ ନୁହେଁ.....🙃✨
ସେହି ନିଶାରେ ଝୁମି ଉଠି କଲମ ଧରିବାର ମଜା
ପାଗଳାମି ଠାରୁ କିଛି କମ୍ ତ ନୁହେଁ.....💝
ପାଗଳ ପରି ଶବ୍ଦ ସାଉଁଟିବା ଆଉ
ଶବ୍ଦ ସବୁ ନେଇ କବିତାର ମାଳା ଗୁନ୍ଥିବାର ମଜା
ପ୍ରେମ ଠାରୁ କିଛି କମ୍ ତ ନୁହେଁ......❤️🩹 Read less
Share with friends