STORYMIRROR

Mayuree Pattanaik

Romance

3  

Mayuree Pattanaik

Romance

ସାଥୀ ତୁମେ ଜୀବନ ସାଥୀ

ସାଥୀ ତୁମେ ଜୀବନ ସାଥୀ

1 min
254

ସାଥୀ ତୁମେ ମୋର ଜୀବନ ସାଥୀ

ସାଥୀ ମୁଁ ତୁମର ଜୀବନ ସାଥୀ...

ଧରିଛ ହାତ ସାରା ଜୀବନ ପାଇଁ

ରହିଛି ରହିବି ସଦା ତୁମରି ପାଇଁ ।

ଅଛ ମୋ ପାଖରେ ମୋ ସାଥୀ ହୋଇ

କରୁଅଛ ପ୍ରେମ ପ୍ରେମିକ ହୋଇ ।

ପାଦରେ ପାଦ ମିଶାଇ ବାଟ 

ହାତରେ ଧରି ତୁମେ ଦେଖାଅ ବାଟ ।

କରୁଛି ଆଜି ପ୍ରତିଜ୍ଞା ମୁହିଁ 

ରହିବି ତୁମର,ତୁମର ହୋଇ ।

ସାଥୀ ତୁମେ ମୋର ଜୀବନ ସାଥୀ

ସାଥୀ ମୁଁ ତୁମର ଜୀବନ ସାଥୀ...


Rate this content
Log in

Similar oriya poem from Romance