STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ଜବାରଂଗୀ ନିହାରିକା ..........

ଜବାରଂଗୀ ନିହାରିକା ..........

1 min
365


ତୋର ଅଂଗରେ ଅଂଗରେ

ଲକ୍ଷ କବିତା ଲେଖା

ତୋର ପଦପାତେ ଫୁଟିଯାଏ

ଜବାରଂଗୀ ନିହାରିକା


ତୋର ଓଠର ଭାଷାରେ

ନନ୍ଦନବନ ଗାଥା

ତୋର ଇସାରାରେ

ଅୟୁତ ଯୁଗର ବ୍ୟଥା


ଆଗୋ ମୋ କବିତା

ଅବୁଝା ଲହରୀ

ମନ ସାଗରର ରେଖା

ଆଗୋ ନିହାରିକା

ପରାଗ ମୋହିତା

ମାନସ ହ୍ରଦର ଶିଖା


ତୋର ଅଂଗରେ ଅଂଗରେ

ଲକ୍ଷ କବିତା ଲେଖା

ତୋର ପଦପାତେ ଫୁଟିଯାଏ

ଜବାରଂଗୀ ନିହାରିକା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance