STORYMIRROR

RATIKANTA NAYAK

Classics Inspirational Others

3  

RATIKANTA NAYAK

Classics Inspirational Others

ଜାତିର ପିତା

ଜାତିର ପିତା

1 min
199

ହେ ଜାତିର ପିତା

ଦେଶ ପାଇଁ କେତେ ଦୁଃଖ କଷ୍ଟ ସହି

ଆମକୁ ଦେଇଛ ସ୍ଵାଧୀନତା, ଦେଇଛ ସ୍ଵାଧୀନତା !!

ଅହିଂସା କୁ ତୁମେ ପାଥେୟ କରି 

ଆଗେଇ ଚାଲିଥିଲ,

ନିଜ ସ୍ଵପ୍ନ କୁ ବଳି ଦେଈ ତମେ

ଆମ ସ୍ଵପ୍ନ ଗଢ଼ିଥିଲ, ଆମ ସ୍ଵପ୍ନ ଗଢ଼ିଥିଲ !!

ଜେଲ ରେ ରହି ତମେ ଅଟକ

ରଖିଥିଲ ତମେ ଆମ ଦେଶର ଟେକ ,

ହାତରେ ଧରି ବାଡି, ଅଣ୍ଟାରେ ଘଡି କୁ ଭିଡ଼ି

ବିଦେଶୀ ଙ୍କୁ ଦେଲ ତଡ଼ି, ବିଦେଶୀ ଙ୍କୁ ଦେଲ ତଡ଼ି

ଭାରତ ମାତାର ସନ୍ତାନ 

ଦେଶ ର ସ୍ଵାଧୀନ ପାଇଁ ଦେଖୁଥିଲ ଦିନେ ସପନ,

ତୁମ ର ଏ ମହତ ଦାନ

ମନେ ରହିବ ସବୁଦିନ , ମନେ ରହିବ ସବୁଦିନ !!



Rate this content
Log in

Similar oriya poem from Classics