Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Romance Tragedy

3.5  

Debadatta Jena

Romance Tragedy

ଜାଣିଛି ମୁଁ

ଜାଣିଛି ମୁଁ

1 min
148



ଜାଣିଛି ମୁଁ, ସଜେଇବାରେ କି ସୁଖ, 


ସଜାଡିବାରେ କେତେ ଦୁଃଖ, 


ପ୍ରେମରେ ହେଲେ ଫିଦା 


ରହିଛି ଅସୁବିଧା..., 


ଜାଣି ଶୁଣି, ଅଜଣାରେ, 


କରେ ଯେବେ ସେ ଭୁଲ, 


କରିଦେ ମାଫ ଜରୁର.., 


ତୁ'କରିଦେ ମାଫ ଜରୁର... |


ଜାଣିନି ମୁଁ, ହଜିବାରେ କି ଲାଭ, 


ଖୋଜିବାରେ ବି ଥାଏ ଭାବ, 


ସପନ ହେଲେ ଅଧା, 


ହେଇଯିବରେ ବାଧା 


ଖୋଜିବାରେ, ପାଇବାରେ, 


ଥାଏ ଯେତେ ଯେ ରୁଲ..., 


କରିଦେ ମାଫ ଜରୁର..., 


ତୁ'କରିଦେ ମାଫ ଜରୁର..|


ଜଳୁଛି ମୁଁ, ଜଳିବାରେ ବି ଆନନ୍ଦ, 


ଲିଭିବାରେ ସବୁ ଦ୍ୱନ୍ଦ, 


ଜଳିବାରେ, ଜିଇଂବାରେ, 


ଯେବେ ହୁଏ ଅସୁଲ..., 


କରିଦେ ମାଫ ଜରୁର..., 


ତୁ'କରିଦେ ମାଫ ଜରୁର...|


ଖେଳୁଛୁ ତୁ, ତୋ ଖେଳନାରେ, 


ମୁଁ ଝୁଲୁଛି, ମୋ ଆଇନାରେ, 


ତୋ ରାଗିବା, ତୋ ରୁଷିବାରେ, 


ଖରା ଛାଇ ଆଲୁଅରେ, 


ଲାଗୁ ଏତେ ଗୁମସୁମ..., 


ମତେ ମାରିଦେ ତୁ'ବିଲକୁଲ..., 


ତୁ'ମାରିଦେ ମତେ ବିଲକୁଲ...|


Rate this content
Log in

Similar oriya poem from Romance