STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ଜାଣେନି ମନେ ଏତେ ଈର୍ଷ୍ୟା କଣ ପାଇଁ

ଜାଣେନି ମନେ ଏତେ ଈର୍ଷ୍ୟା କଣ ପାଇଁ

1 min
408

ବର୍ଷା ହେଲେ ଆମ ବଗିଚାର ଫୁଲେ ଫୁଲେଇ ହୁଏ

ସାରା ସମୟ ସେ ଭିଜେ

ତାକୁ କେହି ରୋକେନି

ମୋର ଈର୍ଷ୍ୟା ହୁଏ ଫୁଲ କୁ

ତା ନାହିଁ କିଛି ବନ୍ଦନ

ମୋ ପାଦରେ ସବୁବେଳେ ଅଦୃଶ୍ୟ ଶିକୁଳିରେ ଛନ୍ଧl

ଗାଁ ପୋଖରୀ ରେ ଗାଧୁଏ ଥିବା

ସେ ସୁନା ଗୋରୀ କୁ ବି ମୋର ଈର୍ଷ୍ୟା ହୁଏ

ତା ଦେହରେ ପଦ୍ମର ମହକ ବି ବାଜି ଯାଉଥିବ

ରାଧl ମୀରା କୁ ମନ ରେ ସ୍ଥାନ ଦେଲ

ମତେ ଏଇ ମର୍ତ୍ତ୍ୟର ଜଞ୍ଜାଳ ରେ ଛାଡ଼ିଦେଇ

ଲକ୍ଷ୍ମୀ ସାଆନ୍ତlଣି ଙ୍କ ସହ ପ୍ର୍ରଭୁ ତୁମ

ବେସ ଖୁସିରେ ଅଛ

ପ୍ରଭୁ ତୁମ ଉପରେ ମୋର ସବୁଠୁ ବେଶୀ ଈର୍ଷ୍ୟା ହୁଏ

ଜାଣେନି ବେଳେ ବେଳେ ମୋ ମନରେ ଈର୍ଷ୍ୟା ହୁଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract