STORYMIRROR

Pramod Kumar Jena

Romance

3  

Pramod Kumar Jena

Romance

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
511

ଏଇ ବଣ ଏଇ ନଈ

ଦେଖୁନି ତ ତୁମ ଛାଇ

ଲାଗୁଛି ଯେମିତି ସତେ

ସବୁ ଅଛି କିଛି ନାହିଁ


ଅପାଶୋରା କାହାଣୀର

ଖିଅ ଧରି ଟାଣୁ ଟାଣୁ

କାନ ପରଦାରେ ଶୁଭେ

ନୂପୁରର ରୁଣୁଝୁଣୁ


ଲିଭିଯାଏ କ୍ଷଣିକରେ

ଇନ୍ଦ୍ରଧନୁ ସମ ହୋଇ

ଲାଗୁଛି ଯେମିତି ସତେ

ସବୁ ଅଛି କିଛି ନାହିଁ



Rate this content
Log in

Similar oriya poem from Romance