STORYMIRROR

Sukadev Mahanta

Abstract

2  

Sukadev Mahanta

Abstract

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
101

ଆକାଶର ନୀଳ କାଗଜରେ

କାହୁଁଆସି କିଏ ଆଙ୍କିଦେଇଗଲା

ରଙ୍ଗ ତୂଳୀରେ ଆଲୋକର ଚିତ୍ର


ସୂରୁଯର ହସ ହସ ମୁଖ ଆକାଶରେ

ତା ରଶ୍ମୀରେ ଭରିଥିବା ସାତ ରଙ୍ଗ 

ଜଳକଣା ରୂପୀ ପ୍ରିଜିମ୍ ଦେଇ ଗତି କଲାପରେ


ପ୍ରତିସୃତ ରଶ୍ମିର ବର୍ଣ୍ଣାଳୀରେ 

ଦିଶେ କେଡେ ମନୋହର 

ଆକାଶର ନୀଳ ବକ୍ଷପରେ 

ଇନ୍ଦ୍ରଧନୁ ସିଏ ମନ ହରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract