Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

𝑨𝑴𝑰𝑻 𝑲𝑼𝑴𝑨𝑹 𝑺𝑬𝑻𝑯𝑰

Tragedy Others

3  

𝑨𝑴𝑰𝑻 𝑲𝑼𝑴𝑨𝑹 𝑺𝑬𝑻𝑯𝑰

Tragedy Others

ଇନ୍ଦ୍ରଧନୁ ଦେଖିବାକୁ ସାତ ରଙ୍ଗ

ଇନ୍ଦ୍ରଧନୁ ଦେଖିବାକୁ ସାତ ରଙ୍ଗ

1 min
118



ଇନ୍ଦ୍ରଧନୁ ଦେଖିବାକୁ ।

ସାତ ରଙ୍ଗ ।।


ବା - ବାଇଶି 

ଘ - ଘନ ନୀଳ


ନୀ -ନୀଳ

ସ - ସବୁଜ 

ହ - ହଳଦିଆ 


ଲା - ଲାଲି

ନା - ନାରଗି 


ଇନ୍ଦ୍ରଧନୁ ଦେଖିବାକୁ ।

ସାତଟି ରଙ୍ଗ ।।


ଆକାଶ ଦେଖିବାକୁ ମିଳେ।

ବାଦଲ ।।


ଆକାଶ ଦେଖିବାକୁ ।

ଘନ ନୀଳ ।।


ଇନ୍ଦ୍ରଧନୁ ୭ ପ୍ରକାର ରଙ୍ଗ ରହିଛି।

ମିଳନରେ ଧଳାରଙ୍ଗ ।


ସାତ ରଙ୍ଗର ଅନୁପସ୍ଥିତି ।।

କଳାରଙ୍ଗ ଏହାଛଡ଼ା ଦିଓଟି ।


ତିନୋଟି ରଙ୍ଗ ମିଶାଇଲେ ।।

ମିଶ୍ରରଙ୍ଗର ଉତ୍ପତ୍ତି ହୁଏ ସୂର୍ଯ୍ୟ— ।


କିରଣରେ ଏ ୭ଟି ରଙ୍ଗ ଅଛି ।

ସୂର୍ଯ୍ୟକିରଣ ମେଘରେ ।।


ଇନ୍ଦ୍ରଧନୁ ଦେଖିବାକୁ ।

ସାତ ରଙ୍ଗ ।। 



Rate this content
Log in

Similar oriya poem from Tragedy